ଅଷ୍ଟିଓପୋରସିସ୍କୁ ରୋକିବା ପାଇଁ ଟିପ୍ସ | Tips to Prevent Osteoporosis in Odia | Dr Chandan Kumar Panda
About this video
ଅଷ୍ଟିଓପୋରସିସ୍ ହେଉଛି ହାଡ଼ର ସମସ୍ୟା। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ? ଫଳରେ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ହେଲେ ଏହିସମସ୍ୟାକୁ ରୋକିବା ପାଇଁ କ’ଣ କରିବା ଦରକାର? ଆସନ୍ତୁ ବିଶିଷ୍ଟ ଅସ୍ଥି ଶଲ୍ୟବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାରପଣ୍ଡା କ’ଣ କହୁଛନ୍ତି, ସେ ବିଷୟରେ ଅଧିକ ଜାଣିବା।