ଅସହ୍ୟ ବେକ ବିନ୍ଧା ହେଉଥିଲେ କରନ୍ତୁ ଏହି ଏକ୍ସରସାଇଜ୍ | Exercise for Neck Pain in Odia | Shreelaxmi Das
About this video
ଆଜିକାଲି ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଧୀରେ ଧୀରେ ଏହି ସମସ୍ୟା ଜଟିଳ ରୂପ ନେଇ ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍ରେ ପରିଣତ ହେଉଛି। ତେବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରିବା ସହ କେତେକ ଫିଜିଓଥେରାପି ଏକ୍ସରସାଇଜ୍ କରି ଏଥିରୁ ଉପଶମ ମିଳିପାରିବ। ଆସନ୍ତୁ ଫିଜିଓଥେରାପିଷ୍ଟ ଶ୍ରୀଲକ୍ଷ୍ମୀ ଦାସଙ୍କଠାରୁ ବେକ ବିନ୍ଧା ଜନିତ କେତେକ ଫିଜିଓଥେରାପି ବିଷୟରେ ଜାଣିବା।