କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? | COVID-19 Recovery Diet in Odia | Dr Madhusmita Das

Dr Madhusmita Das1 September 20212:115.3K views

About this video

କୋଭିଡ୍‌ରୁ ସୁସ୍ଥ ହେବା ପରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇପଡ଼ୁଛି। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ସଠିକ୍‌ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ତେବେ କୋଭିଡ୍‌ରୁ ସୁସ୍ଥ ହେବା ସମୟରେ ଆପଣଙ୍କ ଡାଏଟ୍‌ କ’ଣ ହେବା ଦରକାର? ଏନେଇ ପୁଷ୍ଟି ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ। Good nutrition is very important before, during, and after an infection. What kind of food should you eat to strengthen your immune system? What to eat after recovering from COVID-19? Find out more from Nutritionist Dr Madhusmita Das.