ପିଲାର ଉଚ୍ଚତା ବଢ଼ୁନି କି? | Causes of Short Stature in Children in Odia | Dr Sambit Das

Dr Sambit Das18 November 20217:1640K views

About this video

ବାଙ୍ଗରାପଣ ବା ଗେଡ଼ାପଣ ହେଉଛି ଏକ ଅବସ୍ଥା। ଯଦି ଜଣେ ଶିଶୁର ବୟସ ଅନୁପାତରେ ଉଚ୍ଚତା ଠିକ୍ ନଥାଏ ବା ବଢ଼ୁ ନଥାଏ, ତେବେ ଏହାକୁ ବାଙ୍ଗରାପଣ କହିଥାଉ। ତେବେ ଏହା ହେବାର କାରଣ କ’ଣ? ଏହାକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବା? ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।