ଭଲ ନିଦରେ କେମିତି ଶୋଇବେ? | How to Sleep Better at Night in Odia | Dr Damodar Bindhani
About this video
ଏକ ସୁସ୍ଥ ଶରୀର ପାଇଁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। ଖାଲି ଶରୀର ନୁହେଁ, ମନକୁ ଶାନ୍ତ ରଖିବା ପାଇଁ ଭଲ ନିଦର ଆବଶ୍ୟକତା ରହିଛି। ମାତ୍ର ଅଧିକାଂଶ ଲୋକଙ୍କୁ ନିଦ ଆସେ ନାହିଁ ଓ ସେମାନେ ସାରା ରାତି ଚାହିଁ ରହନ୍ତି। ଏହାସହ ରାତିରେ ଭଲ ନିଦ ନ ହେଲେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ତେବେ ଭଲ ନିଦରେ କେମିତି ଶୋଇବେ। ଏନେଇ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। For a healthy body, 8 hours of sleep is essential. Good sleep is needed to keep the mind calm. But most people don’t sleep and they stay up all night. In addition, if you do not sleep well at night, it can have a bad effect on your brain. So how to sleep well? Let's find out now from Dr Damodar Bindhani, a senior Pulmonologist & Sleep specialist.