ବିଷ ଖାଇଥିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା । First Aid for Poisoning | Dr Prashanta Behera

Dr Prashanta Behera13 August 202113:1114K views

About this video

ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ନିରାଶପଣ (ହୋପ୍‌ଲେସ୍‌ନେସ୍‌), ଅସହାୟ (ହେଲ୍ସଲେସ୍‌ନେସ୍‌ ), ମୂଲ୍ୟହୀନତା (ଓର୍ଥଲେସ୍‌ନେସ୍‌) ମନେ କରେ, ସେତେବେଳେ ସେ ନିଜ ଜୀବନ ହରାଇବା ପାଇଁ ବିଷର ସାହାରା ନେଇଥାଏ। ବିଷ ଖାଇବା କେତେ ଭୟଙ୍କର? ବିଷ ଖାଇଥିବା ବ୍ୟକ୍ତିଙ୍କର ପ୍ରାଥମିକ ଚିକିତ୍ସା କ’ଣ ରହିଛି? ଏନେଇ କ୍ରିଟିକାଲ କେୟାର ବିଭାଗର ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।