ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ କି? | Managing Health Anxiety in Odia | Dr Suvendu Narayan Mishra

Dr Suvendu Narayan Mishra8 February 202210:3019K views

About this video

ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ଏକ ସାଧାରଣ କଥା। କିନ୍ତୁ, ସବୁବେଳେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବା, ଯାହାକି ଆମର ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି କରାଏ, ସେତେବେଳେ ଏହାକୁ ହେଲ୍‌ଥ ଏଙ୍ଗଜାଇଟି ବୋଲି କୁହାଯାଏ। ଆସନ୍ତୁ, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କଠାରୁ ହେଲ୍‌ଥ ଏଙ୍ଗଜାଇଟି ବିଷୟରେ ଅଧିକ ଜାଣିବା।