ପିରିୟଡ୍‌ସଜନିତ ସ୍ୱାସ୍ଥ୍ୟ ସମସ୍ୟା | Menstrual Problems: How to Treat? in Odia | PCOS | Dr Chinmayee Kar

Dr Chinmayee Kar26 May 20246:5011K views

About this video

ୠତୁସ୍ରାବ ସମୟରେ ମହିଳାମାନଙ୍କର ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ, ଯେପରିକି ୠତୁସ୍ରାବରେ ଅନିୟମିତତା, ପେଟ ବ୍ୟଥା, ପିସିଓଏସ୍‌। ଅନେକ ସମୟରେ ମହିଳାମାନେ ଏହି ସମସ୍ୟାକୁ ଅଣଦେଖା କରି ଅନେକ ଜଟିଳ ସମସ୍ୟାର ସାମ୍ନା କରିଥାଆନ୍ତି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଏନେଇ ଅଧିକ ଜାଣିବା।