ଅଧିକ ଓ ସ୍ୱଳ୍ପ ୠତୁସ୍ରାବ: କାରଣ ଓ ଚିକିତ୍ସା | Heavy or Less Periods in Odia | Dr Mousumi Acharya
About this video
ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାମାନଙ୍କର ୠତୁସ୍ରାବକୁ ନେଇ ଅଭିଯୋଗ ରହୁଛି। ଏହାର କାରଣ ଭିନ୍ନ ଭିନ୍ନ। ଆସନ୍ତୁ ଏହାର କାରଣ ଓ ଚିକିତ୍ସା ବିଷୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା।