Skip to main content

ଅଳ୍ପ ବୟସରୁ କାହିଁକି ହେଉଛି ଡାଏବେଟିସ୍‌? | Diabetes in Young Adults in Odia | Dr Sweekruti Jena

Dr Sweekruti Jena14 November 202612:392.1K views

About this video

ବର୍ତ୍ତମାନ ସମୟରେ ଡାଏବେଟିସ୍ ଏକ ସାଧାରଣ ରୋଗ ପାଲଟିଗଲାଣି। ପରିବର୍ତ୍ତିତ ଜୀବନଶୈଳୀ ଓ ଖରାପ ଖାଦ୍ୟାଭ୍ୟାସ ଯୋଗୁଁ କେବଳ ବୟସ୍କ ନୁହନ୍ତି, ଯୁବ ବୟସ୍କଙ୍କଠାରେ ମଧ୍ୟ ଡାଏବେଟିସ୍ ଦେଖିବାକୁ ମିଳୁଛି। ପ୍ରାରମ୍ଭିକ ସମୟରେ ଡାଏବେଟିସ୍‌ର କୌଣସି ଲକ୍ଷଣ ଦେଖାଯାଇନଥାଏ। ତେଣୁ ଏହା ଶରରୀର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିବା ସହ ଜଟିଳତା ଆଡ଼କୁ ଟାଣିନିଏ। ଡାଏବେଟିସ୍ ଏକ ଦୀର୍ଘକାଳୀନ ରୋଗ ହୋଇଥିଲେ ମଧ୍ୟ ସଠିକ୍ ଚିକିତ୍ସା, ଖାଦ୍ୟପେୟ ଓ ନିୟମିତ ବ୍ୟାୟାମ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରିହେବ। ଡାଏବେଟିସ୍ ହୋଇଥିଲେ କେମିତି ଜାଣିବେ? ଡାଏବେଟିସ୍‌କୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।