ଗଣ୍ଠିବାତ ରୋଗ-ଏଲୋପାଥି-ପାର୍ଶ୍ଵପ୍ରତିକ୍ରିୟା | Dr Jyoti Ranjan Parida on Treatment of Arthritis in Odia

Dr Jyoti Ranjan Parida25 April 202110:117.1K views

About this video

ଗଣ୍ଠିବାତ ରୋଗ ବା ଆର୍ଥ୍ରାଇଟିସର ଚିକିତ୍ସାକୁ ନେଇ ଅନେକ ଭୁଲଧାରଣା ରହିଛି। ଏଲୋପାଥୀ ଚିକିତ୍ସାର ପାର୍ଶ୍ଵପ୍ରତିକ୍ରିୟା ରହିଥିବା ଭାବି ଲୋକେ ଅନ୍ୟାନ୍ୟ ଚିକିତ୍ସା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଆସନ୍ତୁ ବିଶିଷ୍ଟ ରୁମାଟୋଲଜିଷ୍ଟ ଡାକ୍ତର ଜ୍ୟାେତି ରଞ୍ଜନ ପରିଡ଼ାଙ୍କଠାରୁ ଗଣ୍ଠିବାତ ରୋଗର ଏଲୋପାଥୀ ଚିକିତ୍ସା ଏବଂ ଏହାର ପାର୍ଶ୍ଵପ୍ରତିକ୍ରିୟା ବିଷୟରେ ଜାଣିବା।