ଛୋଟ ପିଲାଙ୍କ ମୋବାଇଲ ବ୍ୟବହାର | Mobile Addiction in Children (in Odia) | Dr Jigyansa Ipsita Pattnaik
About this video
ଛୋଟ ପିଲାମାନେ ଦିନକୁ ଦିନ ମୋବାଇଲ ଫୋନ ସହିତ ଜଡ଼ିତ ହେବାର ଦେଖିବାକୁ ମିଳୁଛି। ଫୋନ ସହ ଅତ୍ୟଧିକ ଜଡ଼ିତ ହେବା ଫଳରେ ପିଲାଙ୍କ ବୁଦ୍ଧିର ବିକାଶ ହୋଇପାରୁନାହିଁ। ପିଲାଙ୍କ ସବୁ ଧ୍ୟାନ ମୋବାଇଲ ଭିତରେ ରହୁଛି, ଫଳରେ ସେମାନଙ୍କଠାରେ ବିଭିନ୍ନ ମାନସିକ ସମସ୍ୟା ମଧ୍ୟ ଦେଖାଦେଉଛି। ତେବେ ଏଭଳି ପରିପ୍ରେକ୍ଷୀରେ ବାପା, ମା’ଙ୍କୁ କ’ଣ କରିବା ଦରକାର? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜିଜ୍ଞାସା ଇପ୍ସିତା ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।