ଗର୍ଭାବସ୍ଥାରେ ବାନ୍ତି ହେଲେ କ’ଣ କରିବେ? | Vomiting during Pregnancy in Odia | Dr Jaya Prakash Pani

Dr Jaya Prakash Pani25 October 20226:2616K views

About this video

ଗର୍ଭାବସ୍ଥାରେ ବାନ୍ତି ହେବା ସାଧାରଣ କଥା। ହେଲେ ବାନ୍ତି ଯୋଗୁଁ ଖାଇବା ପିଇବାରେ ଅସୁବିଧା ହେଲେ ବିଭିନ୍ନ ଶାରୀରିକ ସମସ୍ୟା ହୋଇପାରେ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।