ଗର୍ଭାବସ୍ଥାରେ ପାଦ ଫୁଲିଲେ କ’ଣ କରିବେ? | How to manage swollen feet during Pregnancy? | Dr Swapnita Hota
About this video
ଗର୍ଭାବସ୍ଥାରେ କିଛି ମହିଳାଙ୍କଠାରେ ପାଦଫୁଲା ସମସ୍ୟା ଦେଖାଦିଏ। ଅନେକ ସମୟରେ ଏହା ସାଧାରଣ ହୋଇଥିବା ବେଳେ କେତେକ ସମୟରେ ଏହା କୌଣସି ସମସ୍ୟାକୁ ସୂଚିତ କରେ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍ନିତା ହୋତାଙ୍କଠାରେ ଏନେଇ ଅଧିକ ଜାଣିବା। ଗର୍ଭାବସ୍ଥାରେ ପାଦ ଫୁଲିଲେ କ’ଣ କରିବେ? Swollen feet and ankles during pregnancy can occur due to hormonal changes and fluid retention, especially in the later months. However, sudden or severe swelling requires immediate medical attention. Let's learn more from Dr Swapnita Hota, an Obstetrician and Gynaecologist. How to manage swollen feet during Pregnancy? in Odia