ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ଟି ଉପାୟ | Dr Sambit Das on How to control Diabetes in Odia

Dr Sambit Das3 April 202111:5754K views

About this video

ଅନିୟନ୍ତ୍ରିତ ଖାଇବା ପିଇବା, ବଢ଼ିଚାଲିଥିବା ଓଜନ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମଧୁମେହ ବା ଡାଏବେଟିସ୍‌ ହେବାର ଆଶଙ୍କା ରହିଛି। ହେଲେ ଡାଏବେଟିସ୍‌ ହେବାର କାରଣ କ’ଣ? ଏହାକୁ ନିୟନ୍ତ୍ରଣ କରିବେ କିପରି? ଏନେଇ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସ ୪ଟି ଫର୍ମୂଲା ଉପରେ ଆଲୋଚନା କରିଛନ୍ତି, ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା।