ମଳକଣ୍ଟକ: କେମିତି ପାଇବେ ମୁକ୍ତି? | Anal Fissures in Odia | Symptoms & Treatment | Dr Manas Kumar Behera

Dr Manas Kumar Behera22 June 202314:05719K views

About this video

ଅଧିକ ଦିନ ଧରି କୋଷ୍ଠକାଠିନ୍ୟ ଲାଗିରହିଲେ ଏହା କଳକଣ୍ଟକ ଓ ଅର୍ଶକୁ ଗତି କରିଥାଏ। ତେଣୁ କୋଷ୍ଠକାଠିନ୍ୟ ସମସ୍ୟାର ନିରାକରଣ କରିବା ନିହାତି ଜରୁରୀ। ତେବେ ପ୍ରାଥମିକ ଅବସ୍ଥାରୁ ମଳକଣ୍ଟକ ସମସ୍ୟାକୁ ଚିହ୍ନିବେ କେମିତି? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା।