ଲିଭର - କେମିତି ରହିବ ସୁସ୍ଥ | Dr Manoj Kumar Sahu on Healthy Liver in Odia | World Liver Day
About this video
ଏପ୍ରିଲ ୧୯ - ବିଶ୍ୱ ଲିଭର ଦିବସ। ଲିଭର ବା ଯକୃତରେ ହେଉଥିବା ବିଭିନ୍ନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ସୁସ୍ଥ ଲିଭର, ସୁସ୍ଥ ଜୀବନ। ଯକୃତ ବା ଲିଭର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର କାର୍ଯ୍ୟଦକ୍ଷତାରେ ପ୍ରତିହତ ହେଲେ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ। ତେଣୁ ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ। ତେବେ, ଲିଭରକୁ ସୁସ୍ଥ ରଖିବେ କିପରି? ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।