କେମିତି ବ୍ୟାପେ ନିପାହ ଭାଇରସ୍?‌ | Prof Dr Jyoti Ranjan Parida on Nipah Virus in Odia

Dr Jyoti Ranjan Parida11 September 20216:229.5K views

About this video

ବର୍ତ୍ତମାନ ନିପାହ ଭାଇରସ୍‌କୁ ନେଇ ସମସ୍ତେ ଆତଙ୍କିତ। ତେବେ ଏହାର ଭୟାବହତା କେତେ? ଓଡ଼ିଶାକୁ ଏହାର ଭୟ କେତେ ଏବଂ ଏହା କେମିତି ବ୍ୟାପେ? ଏ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।