ପିଲା ଅଧିକ ରାଗିଲେ ତାଙ୍କୁ କେମିତି ସମ୍ଭାଳିବେ? | Aggression in Children | Dr Jigyansa Ipsita Pattnaik
About this video
ମଣିଷ ଭିତରେ ବିଭିନ୍ନ ପ୍ରକାର ଭାବନା ଥାଏ। ସେଥି ମଧ୍ୟରୁ ରାଗ ବି ଏକ ପ୍ରକାର ଭାବନା। ସମସ୍ତଙ୍କ ଭଳି ପିଲାମାନେ ବି ରାଗ ପ୍ରକାଶ କରିଥାଆନ୍ତି। ଏଭଳି ପରିସ୍ଥିତିରେ ବାପାମା’, ଅଭିଭାବକମାନେ ପିଲାମାନଙ୍କୁ କେମିତି ସମ୍ଭାଳିବେ? ଏନେଇ ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜିଜ୍ଞାସା ଇପ୍ସିତା ପଟ୍ଟନାୟକ କ’ଣ କହୁଛନ୍ତି, ଜାଣିବା।