ଲୁପସ୍ ରୋଗ କ’ଣ? । Dr Pradeepta Sekhar Patro on Lupus in Odia | Causes & Symptoms
About this video
ଲୁପସ୍ ରୋଗ ଏକ ଅଟୋ ଇମ୍ୟୁନ୍ ରୋଗ। ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଭୁଲବଶତଃ ନିଜ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ ଆଘାତ କରିଥାଏ, ଏହାକୁ ଏସ୍ଏଲ୍ଇ ବା ସିଷ୍ଟମିକ୍ ଲୁପସ୍ ଏରିଦ୍ମାଟୋସସ୍ ନାମରେ ଜଣାଯାଏ। ଲୁପସ୍ ରୋଗ କ’ଣ, ଏହାକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।