ଆପଣଙ୍କ ପିଲାର ଉଚ୍ଚତା ବଢୁନି କି? | Short Stature in Children, in Odia | Dr Ankita Tiwari
About this video
ପିଲାର ଉଚ୍ଚତା ବୟସ, ଲିଙ୍ଗ ଓ ଜେନେଟିକ୍ସ ଉପରେ ନିର୍ଭର କରେ। ଯଦି ବୟସ ଅନୁସାରେ ପିଲାର ଉଚ୍ଚତା ବୃଦ୍ଧି ନହୁଏ, ତେବେ ପିତାମାତା ଚିନ୍ତାରେ ପଡ଼ିଯାନ୍ତି। ଡାକ୍ତରୀ ଭାଷାରେ ଏହାକୁ ବାଙ୍ଗରାପଣ ବା ଗେଡ଼ାପଣ କୁହାଯାଏ। ଗେଡ଼ାପଣକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବେ? ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରିଙ୍କଠାରୁ ଜାଣିବା।