କାନକୁ ସଫା ରଖିବେ କେମିତି? | How to Keep Your Ears Clean? in Odia | Dr Rajlaxmi Panigrahi
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ସାଧାରଣତଃ କାନରେ ମଳି ଜମିବା, ଥଣ୍ଡା, ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ କାନ ବିନ୍ଧା ହୋଇପାରେ। ତେଣୁ କାନକୁ ସଫା ରଖିବା ନିହାତି ଜରୁରୀ। ଆସନ୍ତୁ କର୍ଣ୍ଣ ନାଶା, ଗଳା ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କଠାରୁ କାନର ଯତ୍ନ କିପରି ନେବେ, ସେ ବିଷୟରେ ଜାଣିବା। Ear infections can usually be caused by common cold, infections, and more. So it is very important to keep the ears clean. How to take care of your ears from ear wax? Let's know more from Dr Rajlaxmi Panigrahi, an ENT Specialist.