ଅଣ୍ଟା ବିନ୍ଧାର ଘରୋଇ ଚିକିତ୍ସା | Home remedies for Back Pain in Odia | Dr Simanchala Mahapatra

Dr Simanchala Mahapatra1 June 20224:1540K views

About this video

ଆଜିକାଲି କମ୍‌ ବୟସରୁ ଲୋକଙ୍କଠାରେ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ଭୁଲ ଶୈଳୀରେ ବସିବା, ଶାରୀରିକ ପରିଶ୍ରମର ଅଭାବ ଏବଂ ଏଭଳି ଅନେକ କାରଣ। ତେବେ ଅଣ୍ଟା ବିନ୍ଧାକୁ ରୋକିବା କିପରି? ଏହାର ଘରୋଇ ଉପଚାର କ’ଣ, ସେ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର, ଆସନ୍ତୁ ଜାଣିବା। Nowadays, people experience back pain at a very early age. This is because of their sedentary lifestyles and incorrect postures, especially while using gadgets like laptops and mobiles. So how to prevent back pain? Can you do something at home for relieving the back pain? Let's know more from Dr Simanchala Mohapatra, a Neurosurgeon.