ବେକ ଓ ଅଣ୍ଟା ବିନ୍ଧାରୁ ଉପଶମ ପାଇଁ ଯୋଗାସନ | Yoga for Neck and Back Pain, in Odia | Ganeswar Gochhikar

Ganeswar Gochhikar18 May 202313:1295K views

About this video

ଆଜିକାଲି ବିଭିନ୍ନ କାରଣ ଯୋଗୁଁ ଅଣ୍ଟା ଓ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଏଥିରୁ ଉପଶମ ପାଇଁ ନିୟମିତ ବ୍ୟାୟାମ, ଯୋଗ ତଥା ଆସନକୁ ସାମିଲ କରିବା ନିହାତି ଜରୁରୀ। ଆସନ୍ତୁ ଯୋଗ ପ୍ରଶିକ୍ଷକ ଗଣେଶ୍ଵର ଗୋଚ୍ଛିକାରଙ୍କଠାରୁ ଜାଣିବା ଅଣ୍ଟା ଓ ବେକ ବିନ୍ଧାରୁ ଉପଶମ ପାଇବା ଲାଗି କିଛି ଯୋଗାସନ।