ଛୋଟ ପିଲା କଏନ୍ ଗିଳିଦେଇଥିଲେ କ’ଣ କରିବେ? | Button Battery Ingestion in Children-Dr Diptiman Baliarsingh
About this video
ଛୋଟ ପିଲାମାନେ ଖେଳିବା ବେଳେ ହେଉ ବା ଅଜାଣତରେ ବଟନ ବ୍ୟାଟେରି ବା କଏନ୍ ଗିଳିଦେଇଥାଆନ୍ତି। ଏଭଳି ସ୍ଥିତିରେ ବାପାମା’ କ’ଣ କରିବା ଆବଶ୍ୟକ? ଏହାର ଚିକିତ୍ସା କ’ଣ? ଏ ସମସ୍ତ ବିଷୟରେ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It is quite possible that children/toddlers may end up swallowing button batteries unknowingly. What should parents do in such a situation? How do you remove the ingested button battery? Let's know more from Dr Diptiman Baliarsingh, ENT Specialist.