ଗୋଇଠି ଏବଂ ପାଦ ଯନ୍ତ୍ରଣା ହେଉଛି କି? | Ankle Pain: How to Treat? in Odia | Dr Devasis Sarangi
About this video
ବିଭିନ୍ନ କାରଣ ପାଇଁ ଗୋଇଠି ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ। ଯେପରିକି ୟୁରିକ୍ ଏସିଡ୍ ଶରୀରରେ ବଢ଼ିଯାଇଥିଲେ, ଫ୍ଲାଟ୍ ଫୁଟ୍ ଥିଲେ ଏଭଳି ଅନେକ କାରଣ ଯୋଗୁଁ ଗୋଇଠି ଏବଂ ପାଦରେ ଯନ୍ତ୍ରଣା ହୋଇପାରେ। ଏହି ଯନ୍ତ୍ରଣାରୁ ଉପଶମ କିପରି ପାଇବେ? ଆସନ୍ତୁ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ଷଡଙ୍ଗୀଙ୍କଠାରୁ ଜାଣିବା।