ମାନସିକ ଅବସାଦ (ଡିପ୍ରେସନ୍) - କାରଣ ଓ ନିରାକରଣ | Neuropsychiatrist Dr. Satyakam Mohapatra on Depression

Dr Satyakam Mohapatra16 June 20208:4812K views

About this video

ଦୁଇ ସପ୍ତାହରୁ ଅଧିକ ସମୟ ଯାଏଁ ମନ ଦୁଃଖ ରହିଲେ ଏହା ମାନସିକ ଅବସାଦ ବା ଡିପ୍ରେସନର ଲକ୍ଷଣ ହୋଇପାରେ। ସାରା ବିଶ୍ୱ ମଧ୍ୟରୁ ଭାରତରେ ଡିପ୍ରେସନ ଅଧିକ ଦେଖାଦେଇଥାଏ। ତେବେ ଡିପ୍ରେସନ ହେବାର କାରଣ କ'ଣ? ଏହାର ନିରାକରଣକୁ ନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।