ଷ୍ଟ୍ରେଚ୍‌ମାର୍କ – କେମିତି ଦୂର ହେବ? | Causes & Treatments of Stretch marks | Dr Kumar Abhishek

Dr Kumar Abhishek20 December 20211:5826K views

About this video

ଦେହରେ ଷ୍ଟ୍ରେଚ୍‌ମାର୍କ ପଡ଼ିବା ଅତି ସାଧାରଣ। ବଢ଼ୁଥିବା ବୟସରେ ତଥା ଗର୍ଭାବସ୍ଥାରେ ପେଟରେ ତଥା ଜଙ୍ଘରେ ଷ୍ଟ୍ରେଚ୍‌ମାର୍କ ପଡ଼ିଥାଏ। ତେବେ ଏହା କେମିତି ଦୂର ହେବ? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Stretch marks are fine lines in the skin that happen when quick growth or weight gain stretches the skin. It is very common to have stretch marks on the body. Stretch marks fall on the abdomen and thighs during old age and during pregnancy. Do stretch marks go away? Let's know more from Dr Kumar Abhishek, a Dermatologist.