ଡାଏବେଟିସ୍‌ ନ ହେବା ପାଇଁ କ’ଣ କରିବେ? | Prediabetes in Odia | High Blood Sugar | Dr Sudhir Patnaik

Dr Sudhir Patnaik1 August 20236:3742K views

About this video

ପ୍ରି-ଡାଏବେଟିସ୍‌ରେ ରକ୍ତରେ ଶର୍କରା ସ୍ତର ସ୍ୱାଭାବିକଠାରୁ ଅଧିକ ଥାଏ। ଡାଏବେଟିସ୍‌ ଭଳି ପ୍ରି-ଡାଏବେଟିସ୍‌ ମଧ୍ୟ ଚିନ୍ତାର ବିଷୟ। ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ ଜାଣିବା ପ୍ରି-ଡାଏବେଟିସ୍‌କୁ କଣ୍ଟ୍ରୋଲ କରିବେ କେମିତି?