ନବଜାତ ଶିଶୁର ପୋଷଣ ଓ ଯତ୍ନ | Dr Nirmal Kumar Mohakud on Nutrition & Care for Newborn Baby in Odia
About this video
ନବଜାତ ଶିଶୁଙ୍କୁ ଦୁଇ ଭାଗରେ ବିଭିକ୍ତ କରାଯାଇଛି। ଯେଉଁମାନେ ଠିକ୍ ସମୟ ଅର୍ଥାତ୍ ୯ ମାସରେ ଜନ୍ମଗ୍ରହଣ କରୁଛନ୍ତି ତାଙ୍କୁ ଟର୍ମ ବେବି କୁହାଯାଏ। ଯେଉଁ ଶିଶୁ ସମୟ ପୂର୍ବରୁ ଜନ୍ମ ନିଏ ତାକୁ ପ୍ରି-ଟର୍ମ ବା ପ୍ରିମାଚ୍ୟୋର ବେବି କୁହାଯାଏ। ତେବେ ନବଜାତ ଶିଶୁର ଯତ୍ନ ନେବେ କେମିତି? ନବଜାତ ଶିଶୁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।