ବର୍ଷାଦିନେ ପିଲାଙ୍କୁ ଥଣ୍ଡା, ଜ୍ଵର: କେମିତି ନେବେ ଯତ୍ନ? |Monsoon Health Tips for Kids| Dr Swaranjika Sahoo
About this video
ବର୍ଷାଦିନ ଆସିଲେ ଛୋଟ ପିଲାମାନେ ଅସୁସ୍ଥ ହୋଇପଡ଼ନ୍ତି। ଥଣ୍ଡା, କାଶ, ଜ୍ଵର, ପତଳା ଝାଡ଼ା ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦେଇଥାଏ। ଏଭଳି ପରିସ୍ଥିତିରେ ପିତାମାତା ଶିଶୁର ଯତ୍ନ କିପରି ନେବେ? ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ଵରଞ୍ଜିକା ସାହୁ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।