କିଡ୍ନି ରୋଗୀ କୋଭିଡ୍ ଟିକା ନେଇପାରିବେ କି? । Odia Vaccine Fact Check – Dr Sukanta Kumar Padhy
About this video
କିଡ୍ନିରେ ରୋଗୀ ଯେପରିକି କିଡ୍ନି ଫେଲ୍ୟୁୟର ହୋଇଥିବା ବ୍ୟକ୍ତି, କିଡ୍ନି ପ୍ରତିରୋପଣ କରିଥିବା ବ୍ୟକ୍ତି ତଥା କିଡ୍ନି ଜନିତ କୌଣସି ସର୍ଜରି ହୋଇଥିବା ରୋଗୀ ଏବଂ କିଡ୍ନି ଡାଏଲିସିସ୍ କରୁଥିବା ବ୍ୟକ୍ତି କୋଭିଡ୍-୧୯ ଟିକା ନେଇପାରିବେ କି ନାହିଁ? ଏନେଇ ବିସ୍ତୃତ ଭାବରେ କହିଛନ୍ତି ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ପାଢ଼ୀ। Can kidney patients take the COVID vaccine? Does the COVID vaccine affect your kidneys? Find out what Urologist Dr Sukanta Kumar Padhy is saying.