କିଡ୍‌ନି ରୋଗ: ଜାଣନ୍ତୁ ଚିକିତ୍ସା | Kidney Disease: All you need to Know! in Odia | Dr Subodh Kumar Das

Dr Subodh Kumar Das22 March 20257:27279K views

About this video

କିଡ୍‌ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ମଧ୍ୟ ବାହାର କରିଥାଏ। ତେଣୁ, କିଡ୍‌ନିକୁ ସୁସ୍ଥ ରଖିବା ନିହାତି ଜରୁରୀ। ହେଲେ କେମିତି ଜାଣିବେ ଆପଣଙ୍କ କିଡ୍‌ନି ସଠିକ ଭାବରେ କାର୍ଯ୍ୟ କରୁଛି ନା କୌଣସି ସମସ୍ୟା ରହିଛି? ଆସନ୍ତୁ, ଏ ବିଷୟରେ ଜାଣିବା ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁବୋଧ କୁମାର ଦାସଙ୍କଠାରୁ, ଏହି ଭିଡିଓରେ।