ପାଦ ଯନ୍ତ୍ରଣା ହେଲେ କ’ଣ କରିବେ? | Heel Pain in Odia | Dr Rajendra Sahoo
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଆମ ଶରୀରର ସମସ୍ତ ଭାର ଆମର ପାଦ ଦୁଇଟି ବହନ କରିଥାଏ। ଅତ୍ୟଧିକ ଡେଇଁବା, ଚାଲିବା, ଶାରୀରିକ ପରିଶ୍ରମ ଅଧିକ କରୁଥିବା ଲୋକଙ୍କଠାରେ ଗୋଇଠି ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ଥାଏ। ତେବେ ଗୋଇଠି ଯନ୍ତ୍ରଣା ହେଲେ କ’ଣ କରିବେ? ଏନେଇ ଆସନ୍ତୁ ଡାକ୍ତର ରାଜେନ୍ଦ୍ର ସାହୁ କ’ଣ କହୁଛନ୍ତି ଜାଣିବା। All the weight of our body is carried by our two feet. Heel pain is more likely to occur in people who do a lot of jumping, walking, and physical activity. What are the main causes of heel pain? Let's find out more from Dr Rajendra Sahoo, a Spine & Pain Specialist.