ବାରମ୍ବାର ଜିନିଷ ଭୁଲି ଯାଉଛନ୍ତି କି? | Dementia (Memory Loss) in Odia | Signs & Causes | Dr Akash Gupta
About this video
ଛୋଟୋ ଛୋଟୋ ଜିନିଷ ଭୁଲିଯିବା ସ୍ବାଭାବିକ। କିନ୍ତୁ ବାରମ୍ବାର କଥା ମନେ ନ ରହିବା ହେଉଛି ଡିମେନ୍ସିଆର ଲକ୍ଷଣ। ମେନସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟଣେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ। ତେବେ କାହିଁକି ହୋଇଥାଏ ଡିମେନସିଆ ରୋଗ? କେମିତି ନିଜ ସ୍ମୃତିଶକ୍ତି ବଢ଼ାଇପାରିବେ? ଆସନ୍ତୁ ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଆକାଶ ଗୁପ୍ତା କ’ଣ କହୁଛନ୍ତି, ଜାଣିବା।