ଡାଏବେଟିସ୍ ରୋଗୀ କ’ଣ ଖାଇବେ ନାହିଁ? | Food to Avoid With Diabetes in Odia | Anmayee Nanda
About this video
ଡାଏବେଟିସ୍ ରୋଗରେ ଶରୀରରେ ରକ୍ତ ଶର୍କରା ସ୍ତର ସବୁବେଳେ ହ୍ରାସ ବୃଦ୍ଧି ହେବା ଫଳରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ତେଣୁ ଡାଏବେଟିସ୍ ରୋଗୀ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ଡାଏବେଟିସ୍ ରୋଗୀ କ’ଣ ଖାଇବେ ନାହିଁ? ଏନେଇ କ’ଣ କହୁଛନ୍ତି ଡାଏଟିସିଆନ୍ ଅନ୍ମୟୀ ନନ୍ଦ, ଆସନ୍ତୁ ଜାଣିବା। Diabetes mellitus, which in turn causes a decrease in blood sugar levels in the body, leads to a decrease in the patient's immune system. Therefore, people with diabetes need to pay special attention to food and drink. So what type of food should a diabetic patient avoid? Let's find out more from Dietician Anmayee Nanda.