ଶରୀରରେ ଇଲେକ୍ଟ୍ରୋଲାଇଟ୍‌ର ଅଭାବ: କିପରି କରିବେ ଦୂର? | Electrolyte Imbalance | Prof Dr Srikant Kumar Dhar

Dr Srikant Kumar Dhar16 November 20245:092.7K views

About this video

ଶରୀରରେ କ୍ୟାଲ୍‌ସିୟମ୍‌, ସୋଡିୟମ୍‌, ପୋଟାସିୟମ୍‌, ମାଙ୍ଗାନିଜ୍‌ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍‌ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି ଇଲେକ୍ଟ୍ରୋଲାଇଟ୍‌ର ଅସନ୍ତୁଳନ ହେଲେ ଶରୀରର କାର୍ଯ୍ୟକାରିତା ଉପରେ ପ୍ରଭାବ ପଡ଼ିଥାଏ। ଆସନ୍ତୁ, ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଜାଣିବା ଶରୀରରେ ଇଲେକ୍ଟ୍ରୋଲାଇଟ୍‌ର ଅଭାବକୁ କିପରି ଦୂର କରିବେ।