ବ୍ରେନ୍ ଟ୍ୟୁମର କାହିଁକି ହୁଏ? | Brain Tumor in Odia | Signs & Treatments | Dr Atmaranjan Dash
About this video
ମସ୍ତିଷ୍କର ଯେକୌଣସି ଭାଗରେ ଅନିୟନ୍ତ୍ରିତ ବୃଦ୍ଧି ଘଟେ, ତେବେ ତାହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡବ୍ୟଥା, ମୁଣ୍ଡ ବ୍ୟଥା ସହ ବାନ୍ତି ହେବା, ବାତ ମାରିବା, ଶରୀରର ସନ୍ତୁଳନ ହରାଇ ବସିବା ଭଳି ଲକ୍ଷଣ ଦେଖାଯାଏ। ତେବେ ମସ୍ତିଷ୍କରେ ଟ୍ୟୁମର ବା ବ୍ରେନ୍ ଟ୍ୟୁମର କାହିଁକି ହୁଏ? ଆସନ୍ତୁ ବିଶିଷ୍ଟ ନ୍ୟୁରୋ ସ୍ପାଇନ୍ ସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।