କାହିଁକି ବଢୁଛି କର୍କଟ ରୋଗ? | Dr Arya Kumar Banidutta on Cancer in Odia | Causes, Symptoms, Prevention
About this video
ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କର୍କଟ ରୋଗର କାରଣ ପାଲଟେ। ସଠିକ ସମୟରେ କର୍କଟ ରୋକୁକୁ ଚିହ୍ନଟ କରି ପାରିଲେ, ଏଥିରୁ ମୁକ୍ତି ପାଇବାର ସମ୍ଭାବନା ଅଧିକ। ତେବେ କାହିଁକି ବଢୁଛି କ୍ୟାନସର? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଜାଣିବା।