କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? | Dr Jyoti Ranjan Parida on How to Boost Immunity in Odia

Dr Jyoti Ranjan Parida20 January 20219:5631K views

About this video

ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଅର୍ଥାତ୍‌, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି କମ୍‌ ସେମାନଙ୍କୁ ଟିକେ ଟିକେ କଥାରେ ସଂକ୍ରମଣ ହୋଇପାରେ। ତେବେ ରୋଗ ପ୍ରତିରୋଧକ କେମିତି ବୃଦ୍ଧି ପାଇବ? ବିଶିଷ୍ଟ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଶେଷଜ୍ଞ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ସେନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।