ଅଷ୍ଟିଓଆର୍ଥ୍ରାଇଟିସ୍: କାହିଁକି ହୁଏ? | Osteoarthritis: How to Treat? in Odia | Dr Sunil Kumar Dash
About this video
ସାଧାରଣତଃ ଅଷ୍ଟିଓ ଆର୍ଥ୍ରାଇଟିସ୍ ବା ଆଣ୍ଠୁଜନିତ ଗଣ୍ଠିବାତ ହେଉଛି ବୟସ ଜନିତ ସମସ୍ୟା। ହେଲେ ବର୍ତ୍ତମାନ ସମୟରେ ଆମ ଜୀବନଚର୍ଯ୍ୟା ଯୋଗୁଁ ମଧ୍ୟ ଏହି ସମସ୍ୟା ବଢ଼ିଚାଲିଛି। ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କରାଗଲେ ସର୍ଜରୀ ଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଅଷ୍ଟିଓ ଆର୍ଥ୍ରାଇଟିସ୍ ବିଷୟରେ ଅଧିକ ଜାଣିବା।