ମେନୋପଜ୍ ପରେ ସ୍ୱାସ୍ଥ୍ୟର ଯତ୍ନ | Post Menopausal Care, in Odia | Menopause | Dr Veena Panda
About this video
ଜଣେ ନାରୀ ଜୀବନରେ ଯେପରି ୠତୁସ୍ରାବ ଆରମ୍ଭ ହୋଇଥାଏ, ଦିନେ ତାହା ବନ୍ଦ ହୋଇଥାଏ। ଏହି ସମୟରେ ମହିଳାଙ୍କର ବିଭିନ୍ନ ଶାରୀରିକ ଓ ମାନସିକ ଜଟିଳତାର ସମ୍ମୁଖୀନ ହୋଇଥାଆନ୍ତି। ଆସନ୍ତୁ, ଏହି ସମୟରେ ହେଉଥିବା ଲକ୍ଷଣକୁ ଜାଣିବା ଏବଂ ଏହାର ପରିଚାଳନା କରିବା ବିଷୟରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବୀଣା ପଣ୍ଡାଙ୍କଠାରୁ ଜାଣିବା।