Skip to main content

କିଶୋର ଅବସ୍ଥାରେ ଅଧିକ ବ୍ରଣ କାହିଁକି ହୁଏ? | What causes Acne in Teenagers? |Dr Subhransu Sekhar Pattnaik

Dr Subhransu Sekhar Pattnaik5 August 20263:0390 views

About this video

ସାଧାରଣତଃ କିଶୋର ଅବସ୍ଥାରେ ଅନେକଙ୍କ ମୁହଁରେ ବ୍ରଣ ସମସ୍ୟା ଦେଖାଦିଏ। ବ୍ରଣରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଘରୋଇ ଉପଚାର ସହ କ୍ରିମ୍ ଏବଂ ଅଏଣ୍ଚମେଣ୍ଟ୍ ଲଗାଇଥାନ୍ତି। ଫଳରେ ଏହା ବ୍ରଣକୁ ଆହୁରି ବଢ଼ାଇଦେଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ରଣର କାରଣ ଜାଣି ଚିକିତ୍ସା କରିବା ନିହାତି ଜରୁରୀ। ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। କିଶୋର ଅବସ୍ଥାରେ ଅଧିକ ବ୍ରଣ କାହିଁକି ହୁଏ? Teenage Acne is a skin condition that often develops during puberty, causing pimples, blackheads, whiteheads, and oily skin. While it may seem like a normal part of growing up, untreated acne can sometimes lead to scarring and affect self-confidence. What causes Acne in Teenagers? Let's learn more from Dr Subhransu Sekhar Pattnaik, a Dermatologist. What causes Acne in Teenagers? in Odia