ଯୁବପିଢ଼ିଙ୍କଠାରେ କାହିଁକି ବଢ଼ୁଛି ହାର୍ଟ ଆଟାକ୍‌? | Heart Attacks in Younger Age | Dr Vibhutendra Mohanty

Dr Vibhutendra Mohanty7 June 202215:5312K views

About this video

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ୍‌ ବୟସର ଲୋକଙ୍କୁ ହୃଦ୍‌ଘାତ ହେଉଛି। ତେଣୁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଭିଭୁତେନ୍ଦ୍ର ମହାନ୍ତିଙ୍କଠାରୁ ଜାଣିବା ଯୁବପିଢ଼ିଙ୍କଠାରେ କାହିଁକି ବଢ଼ୁଛି ହାର୍ଟ ଆଟାକ୍‌ ଓ ଏହାର ଚିକିତ୍ସା ବିଷୟରେ।