ଉଚ୍ଚ ରକ୍ତଚାପ - କେମିତି କରିବେ ନିୟନ୍ତ୍ରଣ? | Dr Binaya Bhusan Binakar on High Blood Pressure in Odia

Dr Binaya Bhusan Binakar28 August 202010:15251K views

About this video

ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ପାଇଁ ହୃତପିଣ୍ଡରେ ରକ୍ତଚାପ ସୃଷ୍ଟି ହୋଇଥାଏ। ଶରୀରର କାର୍ଯ୍ୟ ଅନୁଯାୟୀ ଏହା ବଢ଼େ ଏବଂ କମେ। ତେବେ ଏହି ରକ୍ତଚାପ ଯଦି ବଢ଼ିବା ଅବସ୍ଥାରେ ରହିଯାଏ, ତେବେ ଏହା ଶରୀର ପାଇଁ ସତର୍କ ଘଣ୍ଟି। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା? ଏହାକୁ ନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।