ମ୍ୟାଲେରିଆ: ମଶା ଦାଉରୁ କିପରି ପାଇବେ ରକ୍ଷା? । Dr Bhakta Mohan Swain on Malaria in Odia
About this video
ମ୍ୟାଲେରିଆ ଜ୍ୱର କାହିଁକି ହୁଏ? ମ୍ୟାଲେରିଆର ଲକ୍ଷଣ ସବୁ କ’ଣ କ’ଣ? ମଶା ଦାଉରୁ କେମିତି ପାଇବେ ରକ୍ଷା? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଭକ୍ତ ମୋହନ ସ୍ୱାଇଁ କ’ଶ କହୁଛନ୍ତି, ଆସନ୍ତୁ ଜାଣିବା।