ଗର୍ଭାବସ୍ଥାରେ ଯୋନିରୁ ସ୍ରାବ ହେବାର କାରଣ କ’ଣ? | Vaginal Discharge during Pregnancy |Dr Smruti Shree Sahu
About this video
ଗର୍ଭାବସ୍ଥାସମୟରେ ଅନେକ ମହିଳାଙ୍କର ଯୋନିରୁ ଧଳାସ୍ରାବ ହୋଇଥାଏ, ଯାହା ସ୍ୱଭାବିକ। କିନ୍ତୁ କେତେକ ସମୟରେ ଏହା କୌଣସି ଗମ୍ଭୀର ସମସ୍ୟାକୁ ସୂଚାଇଥାଏ। ତେଣୁ ଗର୍ଭାସ୍ଥାରେ ଯୋନିରୁ ସ୍ରାବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି। ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀସାହୁଙ୍କଠାରୁ ଏନେଇ ଅଧିକ ଜାଣିବା। ଗର୍ଭାବସ୍ଥାରେ ଯୋନିରୁ ସ୍ରାବ ହେବାର କାରଣ କ’ଣ? Vaginal discharge can vary in color, texture, volume, and odour throughout pregnancy. When vaginal discharge changes color, volume, or smell, it may indicate an infection or serious health condition. Let's learn more about the causes of Vaginal Discharge during Pregnancy from Dr Smruti Shree Sahu, an Obstetrician & Gynaecologist. What causes Vaginal Discharge during Pregnancy? in Odia