କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ । Dr Sunil Sahu on Breathing Exercise in Odia

Dr Sunil Sahu7 May 20216:2525K views

About this video

ସାଧାରଣତଃ କୋଭିଡ୍‌ ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ କୋଭିଡ୍‌ ଆକ୍ରାନ୍ତମାନେ ସହଜରେ ନିଶ୍ଵାସ ପ୍ରଶ୍ୱାସ ନେବା ପାଇଁ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌ କରିପାରିବେ। କେମିତି କରିବେ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌? ଆସନ୍ତୁ ଜାଣିବା ଫିଜିଓଥେରାପିଷ୍ଟ ଡାକ୍ତର ସୁନୀଲ ସାହୁଙ୍କଠାରୁ।