ଫୋବିୟା କ'ଣ? ଜାଣନ୍ତୁ କାରଣ ଓ ଚିକିତ୍ସା | Dr Samrat Kar on Causes & Treatment of Phobia in Odia
About this video
ଯେକୌଣସି କାର୍ଯ୍ୟ, ପରିସ୍ଥିତି ଏବଂ ବସ୍ତୁକୁ ଅହେତୁକ ଭୟ କରିବାକୁ ଫୋବିୟା କୁହାଯାଏ। କିଛି ଲୋକେ ସାଧାରଣରେ ସଠିକ ଭାବେ କଥା କହିଥା'ନ୍ତି, ଗୀତ ଗାଇଥା'ନ୍ତି, ଭାଷଣ ଦେଇଥା'ନ୍ତି। ହେଲେ ସେମାନଙ୍କୁ ଷ୍ଟେଜ ଉପରେ ଏହି ସବୁ କାର୍ଯ୍ୟ କରିବାକୁ ବହୁତ ଡର ଲାଗେ। କିଛି ଲୋକ ଅତ୍ୟଧିକ ଭୟ ଯୋଗୁଁ ଅଚେତ ମଧ୍ୟ ହୋଇଯାଆନ୍ତି। ତେବେ 'ଫୋବିୟା'ର ନିରାକରଣ କେମିତି କରିବା? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା