ଡାଏବେଟିସ୍ କାହାକୁ ହୁଏ? | Dr Abhay Kumar Sahoo on What is Diabetes in Odia | Types & Symptoms
About this video
ଆପଣଙ୍କୁ ଡାଏବେଟିସ୍ ହୋଇଛି କି ନାହିଁ, ଜାଣିବେ କେମିତି? ଡାଏବେଟିସ ରୋଗର ପ୍ରକାର ଓ ଲକ୍ଷଣ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ଜାଣନ୍ତୁ। ଭିଡିଓଟିକୁ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ।